କୋରୋନାର ସେକେଣ୍ଡ ଷ୍ଟ୍ରେନକୁ ନେଇ ପୁଣି ଭୟ ଦେଖାଦେଇଛି । ଯାହାକୁ ନେଇ ସ୍କୁଲ ଖୋଲିବା ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଛନ୍ତି ମନ୍ତ୍ରୀ ।
ଭୁବନେଶ୍ୱର: ପୁଣି ବଢୁଛି କୋରୋନା ଭୟ । ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁର୍ନବିଚାର ଚାଲିଛି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା ।
କୋରୋନାର ସେକେଣ୍ଡ ଷ୍ଟ୍ରେନକୁ ନେଇ ପୁଣି ଭୟ ଦେଖାଦେଇଛି । ଯାହାକୁ ନେଇ ସ୍କୁଲ ଖୋଲିବା ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଛନ୍ତି ମନ୍ତ୍ରୀ ।