ଜେଲ୍ରେ ବାଇବେଲ.
ଅର୍ଗସ ବ୍ୟୁରୋ: ଷ୍ଟାଫ୍ ସିଲେକସନ କମିଶନ(SSC) ପୂର୍ବ, ପଶ୍ଚିମ, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଏବଂ ମଧ୍ୟପ୍ରଦେଶ ପାଇଁ ସିଏସ୍ଏଚ୍ଏଲ ଟାୟର୍-1, 2019 ପରୀକ୍ଷାର ଆଡମିଟ୍ କାର୍ଡ ପ୍ରକାଶ କରିଛି। ଆବେଦନ କରିଥିବା ପ୍ରାର୍ଥୀମାନେ ଏସ୍ଏସସିର ଆଞ୍ଚଳିକ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏସ୍ଏସସି ସିଏସ୍ଏଚ୍ଏଲ ଟାୟର୍-1 ପରୀକ୍ଷା ଅକ୍ଟୋବର 12, 2020 ରୁ ଆରମ୍ଭ ହେବ।
ସିଏସ୍ଏଚ୍ଏଲ ଟାୟର୍-1 ଆଡମିଟ୍ କାର୍ଡ କିପରି ଡାଉନଲୋଡ୍ କରିବେ:
1) SSC ର ଆଞ୍ଚଳିକ ୱେବସାଇଟ୍ ପରିଦର୍ଶନ କରନ୍ତୁ।
2) ମୂଳପୃଷ୍ଠାରେ, CHSL ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଲିଙ୍କରେ କ୍ଲିକ୍ କରନ୍ତୁ।
3) ଆପଣଙ୍କର ଲଗଇନ୍ ଆଇଡି ଦିଅନ୍ତୁ।
4) ଏସ୍ଏସସି ସିଏସ୍ଏଚ୍ଏଲ ଟାୟର୍-1 ଆଡମିଟ୍ କାର୍ଡ ପରଦାରେ ପ୍ରଦର୍ଶିତ ହେବ।