ଉଚ୍ଚଶିକ୍ଷା ବିଭାଗ ଲେଖିଥିବା ଚିଠିରେ ଉଲ୍ଲେଖ ଅଛି ଯେ, କୋରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ ଅନଲାଇନରେ ଚାଲିଛି। ଅନଲାଇନ ଶିକ୍ଷା ଆଧାରରେ ବର୍ତ୍ତମାନ ପରୀକ୍ଷା ସମ୍ଭବ ନୁହେଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି କୁହାଯାଇଛି।
ଏବେ ହେବନି ୟୁଜି ପିଜି ପରୀକ୍ଷା

ଭୁବନେଶ୍ଵର: ଏବେ ହେବନି ୟୁଜି ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।
Download Argus News App
