ତାଙ୍କ ମୃତ୍ୟୁ ଖବରରେ ପୁରା `ଆରଆରଆର' ଟିମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ରାଜାମୌଲି ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ରାଜାମୌଲି ଆଉ ମଧ୍ୟ ଲେଖିଛନ୍ତି ମୁଁ ତାଙ୍କ ମୃତ୍ୟୁକୁ ଏଯାଏ ଗ୍ରହଣ କରିପାରୁ ନାହିଁ। କିନ୍ତୁ ମୃତ୍ୟୁ ହିଁ ସତ୍ୟ। ତୁମେ ସବୁବେଳେ ଆମ ହୃଦୟରେ ରହିବ। ଶେଷରେ ଲେଖିଛନ୍ତି ତୁମ ଅମର ଆତ୍ମାର ସଦଗତି କାମନା କରୁଛି। `ଆରଆରଆର' ଟିମ ପକ୍ଷରୁ ତୁମକୁ ଗଭୀର ଶ୍ରଦ୍ଧାଞ୍ଜଳି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର