ଶ୍ରଦ୍ଧା କପୁର ଓ ରଣବୀରଙ୍କ ମୁଭି ମୋଟ ବିଜନେସ ୧୦୦ କୋଟି ଅତିକ୍ରମ କରିସାରିଛି। ଫିଲ୍ମ ଗତ ଶନିବାର ଦ୍ବିତୀୟ ଶୁକ୍ରବାର ଅପେକ୍ଷା ଡବଲ ବିଜନେସ କରିଛି। ଗତ ୩ଦିନ ମଧ୍ୟରେ ଶନିବାରର କଲେକ୍ସନ ଭଲ ରହିଛି। ଫିଲ୍ଟରି ଏପର୍ଯ୍ୟନ୍ତ ମୋଟ ୧୦୨.୨୧ କୋଟି ଆୟ କରିଛି। ଲୋକେ ଏହାର ସବୁ ସିନକୁ ପସନ୍ଦ କରୁଛନ୍ତି। ଗୀତ ମଧ୍ୟ ଧମାଲ ମଚାଇଛି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ