୧୧ବର୍ଷୀୟ ପ୍ରତିଯୋଗୀ ଜଣକ ହେଲେ ଅନବିଶା ତ୍ୟାଗୀ। ଅନବିଶାଙ୍କ ଘର ହେଉଛି ମହାରାଷ୍ଟ୍ରର ବସାଇରେ। ଅନବିଶା ନିଜ ନଟଖଟ ଅନ୍ଦାଜରେ ବିଗ ବିଙ୍କୁ ଚୁପ କରାଇଦେଇଥିଲେ। ବିଗବିଙ୍କୁ ସେ ଏତେ ପ୍ରଶ୍ନ ପଚାରିଥିଲେ ଯେ ଅମିତାଭ ସବୁ ପ୍ରଶ୍ନର ଉତ୍ତର ଦେଇ ନ ପାରି ଚୁପ ହୋଇଯାଇଥିଲେ। ଆଉ କହିଥିଲେ ଭାଇ `ଏ ବଚି କ୍ୟା ହୈ’ ପରେଶାନ କରଦିଆ ହମକୋ। ଏହି ଏପିସୋଡଟି ଦର୍ଶକଙ୍କୁ ଭାରି ପସନ୍ଦ ଆସିଥିଲା।
କେବିସିରେ ଅମିତାଭଙ୍କୁ ଚୁପ କରାଇଲେ ୧୧ବର୍ଷୀୟ ପ୍ରତିଯୋଗୀ

ଅର୍ଗସ ବ୍ୟୁରୋ: କୌନ ବନେଗା କରୋଡପତି ସିଜନରେ ବର୍ତ୍ତମାନ କିଡସ ସ୍ପେଶିଆଲ ଚାଲୁଛି। ଏହି ଶୋରେ ଛୋଟ ପିଲାମାନେ ନିଜର ଅଗାଧ ଜ୍ଞାନ ଏବଂ ନଟଖଟ ଅନ୍ଦଜାରେ ଧମାଲ ମଚାଉଛନ୍ତି। ନିକଟରେ ହଟସିଟ ପାଇଁ ଏମିତି ଜଣେ ପ୍ରତିଯୋଗୀ ଆସିଥିଲେ। ଯିଏ ତାଙ୍କ ପ୍ରଶ୍ନରେ ବିଗ ବି ଅମିତାଭ ବଚ୍ଚନଙ୍କୁ ହଇରାଣ କରିଦେଇଥିଲେ। ଏମିତି କି ସେ କିଛି ସମୟ ପାଇଁ ନୀରବ ରହିଥିଲେ। ଏବଂ କହିଥିଲେ ଏତେ ଜ୍ଞାନ ଯେ, ମୁଁ ପାଟି ବନ୍ଦ ହୋଇଯାଇଛି।
Download Argus News App
