ଏହି ଭୂମି ପୂଜାରେ ଲତା ମଙ୍ଗେସକରଙ୍କ ଭଉଣୀ ଉଷା ମଙ୍ଗେସକର ଉପସ୍ଥିତ ଥିଳଷ। ଏଥିସହ ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ମଙ୍ଗଲ ପ୍ରଭାତ ଲୋଢ଼ା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିମାନେ ସାମିଲ ଥିଲେ। ଲତା ମଙ୍ଗେସକର ସ୍ମାରକୀର ଭୂମିପୂଜନ ଅବସରରେ ଉଷା ମଙ୍ଗେସକର କହିଛନ୍ତି, ଏକ ବର୍ଷ ମଧ୍ୟରେ ଲତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୂମିପୂଜନ କରାଯାଇଥିବାରୁ ମୁଁ ବହୁତ ଖୁସି। ଇତିମଧ୍ୟରେ ମୁମ୍ବାଇରେ ତିଆରି ହେଉଥିବା କୋଷ୍ଟାଲ ରୋଡକୁ ମଧ୍ୟ ଲତା ଦିଦିଙ୍କ ନାମରେ ନାମକରଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ମୁମ୍ବାଇରେ ହେବ ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମାରକୀ
Download Argus News App
