Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନିର୍ବାଚନ ବେଳେ ମାଓ ହିଂସା; CRPF ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆହତ
ପ୍ରେଗନେଣ୍ଟ ଥାଇ ବି ସୁଟିଂରେ ବ୍ୟସ୍ତ 'ମସ୍ତାନୀ'
ଅର୍ଗସ ବ୍ୟୁରୋ: ବେବି ବମ୍ପରେ ନଜର ଆସିଲେ ଦୀପିକା। ପ୍ରେଗନାନ୍ସୀ ସମୟରେ ବହୁ ଅଭିନେତ୍ରୀ ଆରାମ କରିବାକୁ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଅଭିନେତ୍ରୀ ଦୀପିକା ଏହି ସମୟରେ ବି ଲଗାତର କାମରେ ବ୍ୟସ୍ତ ରହିଛନ୍ତି । ଖୁସି ଖବର ଦେବେ ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍ । ଏହିଦିନ ତାଙ୍କ ଘରକୁ ଆସିବ କୁନି ଅତିଥି ବୋଲି ସୂଚନା ମିଳିଛ
ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ଭୋଟର
ନୂଆଦିଲ୍ଲୀ: ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ଭୋଟର୍ । ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇସାରିଛି । ମହାରାଷ୍ଟ୍ରର ପାଞ୍ଚଟି ସିଟ୍ ଉପରେ ଲୋକମାନେ ଆଜି ଉତ୍ସାହର ସହ ଭୋଟ୍ ଦେଇଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା ନାଗପୁର ଆସନରୁ ଭୋଟ୍ ଦେଇଛନ୍ତି। ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟ