ଏ ବିଷୟରେ ସେ କହିଛନ୍ତି ଯେ, ‘ ମୁଁ ବହୁତ୍ ଖୁସି କି ରିତେଶ ଦେଶମୁଖ୍ ଏବଂ ଫରଦୀନ ଖାନ ପ୍ସେସାଲ ପ୍ରୋଜେକ୍ଟରେ ଏକାଠି ଆସିବାକୁ ଯାଉଛନ୍ତି । ମୁଁ ଏବଂ ମୋ ଟିମ୍ ଆମର ସବୁ ପ୍ରୋଜେକ୍ଟକୁ ମହତ୍ବପୂର୍ଣ୍ଣ କରିବା ପାଇଁ,ଝାଳ,ରକ୍ତ ଏବଂ ଲୁହ ବୁହାଇଛୁ । ଏହି ଫିଲ୍ମକୁ ନେଇ କିଛିଦିନ ହେବ କାମ ଚାଲିଛି । ଏବଂ ଫିଲ୍ମ visfot ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ।
ପ୍ରକାଶ ଥାଉକି, ଫରଦୀନ ଖାନ ଶେଷଥର ପାଇଁ ୨୦୧୦ରେ ଫିଲ୍ମ’ଦୁହ୍ଲା ମିଲ ଗୟା’ରେ ନଜର ଆସିଥିଲେ । ତେବେ ପୁଣି ଥରେ ଫରଦୀନଙ୍କୁ ପରଦାରେ ଦେଖିବାକୁ ବେଶ ଉସ୍ବାହର ସହ ଚାହିଁ ରହିଛନ୍ତି ଦର୍ଶକ ।