ପ୍ରକାଶ ଥାଉକି, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଶେହନାଜ୍ । ସେ ତାଙ୍କର ସୁଟିଂ ମଧ୍ୟ ବନ୍ଦ କରି ଦେଇଥିଲେ । ବାହାର ଦୁନିଆଁ ଠାରୁ ସେ ନିଜକୁ ଦୂରେଇ ରଖିଥିଲେ । ସେପ୍ଟେମ୍ବର ୨ ତାରିଖରେ ହୃଦଘାତରେ ସିଦ୍ଧାର୍ଥ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।
ସୂଚନାଯୋଗ୍ୟ : ଶେହନାଜ୍ ଗିଲ ଏକ ପଞ୍ଜାବୀ ଫିଲ୍ମ ’ Honsla Rakh’ରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ଶେହନାଜଙ୍କ ସହ ପ୍ରସିଦ୍ଧ ସିଙ୍ଗର ତଥା ଆକ୍ଟର ଦିଲଜିତ୍ Diljit Dosanjh ନଜର ଆସିବେ ।