ତାଙ୍କର ଏହି ମୋସନ ପୋଷ୍ଟର ଆରମ୍ଭରେ ତାଙ୍କୁ ଚାରିଆଡୁ ଅନେକ୍ ଲୋକ ଘେରି ଛିଡା ହୋଇଥିବା ଦେଖିବାକୁ ମିଳୁଛି । ଏହି ପୋଷ୍ଟକୁ ନେଇ ଫ୍ୟାନ୍ସ ମାନେ ବେଶ ପ୍ରସଂଶା କରିବାରେ ଲାଗିଛନ୍ତି । ଏହାକୁ ଅଜୟ ଦେବଗନ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।
ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସମେତ, ଆହୁରି ଅନେକ୍ କଳାକାରଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ । ଫିଲ୍ମଟି ହିନ୍ଦୀ ସମେତ, ତାମିଲ ,ତେଲୁଗୁ,ମଲାୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି ।