ରୁଚା ଓ ଅଲ୍ଲୀଙ୍କ ସମସ୍ତ ପ୍ରିଓ୍ବେଡିଂ ସେରିମନୀ ଦିଲ୍ଲୀରେ ହେବ। କିନ୍ତୁ ସେମାନେ ବିବାହ ମୁମ୍ବାଇରେ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଡ଼ି ବିବାହ ପରେ ତାଙ୍କର ଓ୍ବେଡିଂ ରିସେପ୍ସନ ନିଜେ ହୋଷ୍ଟ କରିବେ। ଗୋଟିଏ ରିସେପ୍ସନ ଦିଲ୍ଲୀରେ ଦିଆଯିବ ଏବଂ ଆଉ ଗୋଟିଏ ମୁମ୍ବାଇରେ ଦିଆଯିବ ବୋଲି ରୁଚା କହିଛନ୍ତି। ଦିଲ୍ଲୀରେ ରିସେପ୍ସନ ଦେଶର ସବୁଠାରୁ ପୁରୁଣା କ୍ଲବ ମଧ୍ୟରୁ ଗୋଟିକରେ ହେବ। ଏହି କ୍ଲବ ୧୦୦ ବର୍ଷ ପୁରୁଣା ଆଇକନିକ ଲ୍ୟାଣ୍ଡମାର୍କ ଅଟେ। ତେବେ ଏହି କ୍ଲବରେ ମେମ୍ବରଶିପ୍ ପାଇଁ ୩୭ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅକ୍ଟୋବରରେ ବିବାହ କରିବେ ଅଲ୍ଲୀ-ରୁଚା

ଅର୍ଗସ ବ୍ୟୁରୋ: ବଲିଉଡରେ ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ ହେବାକୁ ଯାଉଛି। ବଲିଉଡ ଅଭିନେତ୍ରୀ ରୁଚା ଚଢ଼ା ଓ ଅଲି ଫେଜଲ ଆସନ୍ତା ମାସରେ ବିବାହ କରିବେ। ଏଥିପାଇଁ ଦୁହେଁ ବେଶ୍ ଏକ୍ସାଇଟେଡ ଅଛନ୍ତି। ଅଲି ଓ ରୁଚାଙ୍କ ବିବାହ ସେରିମନୀ ତିନି ଦିନ ଧରି ଚାଲିବ। ଏମାନଙ୍କ ବିବାହର ଡେଟ୍ ମଧ୍ୟ ଫିକ୍ସ ହୋଇସାରିଛି। ଏମାନଙ୍କ ବିବାହ ଅକ୍ଟୋବର ୩ରେ ମୁମ୍ବାଇରେ ହେବ। ହେଲେ ବିବାହ ପୂର୍ବରୁ ହଲଦୀ-ମେହେନ୍ଦୀ ରଶମ ସେପ୍ଟେମ୍ବର ଶେଷକୁ ହେବ।
Download Argus News App
