ସୋନି ଲାଇଭର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ପ୍ରୋମୋରେ ଅମିତାଭ କହିଛନ୍ତି ଯେ ଯେତେବେଳେ ସେ ଏମଆରଆଇ କରିବାକୁ ଯାଇଥିଲେ, ସେ ଟେକ୍ନିସିଆନ ଏବଂ ନର୍ସମାନଙ୍କୁ ପଚାରିଲେ- ଏକ ବାର ହମାରା ଜରା ଖୋପଡି କା ଭି ଦେଖଲୋ , ହମକୋ ଲାଗତା ହେ ଉସକେ ଅନ୍ଦର କୁଛ ହେ ନହି। ଏହାକହି ଅମିତାଭ ଟିକିଏ ହସିଲେ ଓ ନର୍ସ ଜଣଙ୍କ ତାଙ୍କୁ କହିଥଲେ, “ସାର୍ ଜୋ ଆପ୍ ପୁଛ୍ ରହେ ଥେ ୱୋ ବିଲକୁଲ ସହି ହେ, ଆପକା ଖୋପଡି ଏକଦମ୍ ଖାଲି ହେ। ଅମିତାଭଙ୍କ ଏହି କଥାଶୁଣି ଉପସ୍ଥିତ ଦର୍ଶକମାନେ ବହୁତ ହସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: