ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ: ଆଲିଆଙ୍କୁ ଶୁଭେଚ୍ଛା ଜଣାଇଲେ ଶାଶୁ ମା'
ତେବେ ଯେଉଁ ଆକାଉଣ୍ଟରୁ ଫଟୋ ପୋଷ୍ଟ କରାଯାଇଥିଲା। ତାହା ବର୍ତ୍ତମାନ ଡିଲିଟ ହୋଇଯାଇଛି। ହେଲେ ସୋସିଆଲ ମିଡିଆରେ ପୋଷ୍ଟର ସ୍କ୍ରିନଶଟ ଭାଇରାଲ ହୋଇଛି। ଏହି ମେହେନ୍ଦୀ ସମାରୋହ ସୋହେଲ ଖାନଙ୍କ ଘରେ ହୋଇଥିଲା। ସମାରୋହରେ ସଲମାନ ଖାନଙ୍କ ମା’ ସଲମା ଖାନ ଏବଂ ହେଲେନ ମଧ୍ୟ ଉପସ୍ଥିତ ଥିଲେ। ସଲମାନଙ୍କ ଭଉଣୀ ଅଲଭିରା ଅଗ୍ନିହୋତ୍ରୀ ଏବଂ ଅତୁଲ ଅଗ୍ନିହୋତ୍ରୀ ଯୋଗ ଦେଇଥିଲେ।
ଆହୁରି ଅଧିକ ପଢ଼ନ୍ତୁ : ଖାଲି ଫିଲ୍ମ ନୁହେଁ, ବ୍ୟବସାୟରେ ବି ଆଲିଆଙ୍କ ଇନକମ୍ କାହିଁରେ କେତେ
ତେବେ ସିଗାରେଟ ଟାଣୁଥିବା ଦେଖି କିଛି ୟୁଜର୍ସ ଅନନ୍ୟାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଏହି ଭିଡିଓ ଆମକୁ ବିଳଚିତ କରୁଛି। କାରଣ ଆମେ ସମସ୍ତେ ଜାଣିଛେ ସ୍ମୋକିଂ ଶରୀର ପାଇଁ ହାନିକାର। କିନ୍ତୁ ଅଭିନେତା ଅଭିନେତ୍ରୀ ସମାଜକୁ କଣ ମେସେଜ ଦେବାକୁ ଚାହୁଁଛନ୍ତି। ଏଥିପାଇଁ କିଛି ଦର୍ଶକ ରାଗ ଜାହିର କରିଛନ୍ତି। ଅନନ୍ୟା ତାଙ୍କ ହେଲଥ ପାଇଁ ଭାରି କନସସ ଥାନ୍ତି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ମୋ ଅନନ୍ୟା ଏମିତି ନୁହେଁ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ମୁଣ୍ଡରେ କାଣିଚାଏ ଜ୍ଞାନ ନାହିଁ। କୁଲ ଦେଖେଇବାକୁ ସିଗାରେଟ ଟାଣୁଛି। ସିଗାରେଟ ଟାଣିବାକୁ ନେଇ ଅନନ୍ୟାଙ୍କୁ ଖୁବ ଜୋରସେ ଟ୍ରୋଲ କରାଯାଉଛି।
Was not expecting Ananya to be a smoker. Love how these Nepo kids brag about being such health freaks...#AnanyaPanday pic.twitter.com/TZmTnQTEJv — RADHE (@BEINGRADHEYA) March 14, 2023