ସୂଚନା ଅନୁଯାୟୀ, ଆର୍ଯ୍ୟନ୍ ଖାନଙ୍କ ପିଟିସନରେ ଦର୍ଶାଯାଇଛି ଯେ, ତାଙ୍କ ହ୍ୱାଟସ୍ ଆପ୍ ଚାଟକୁ ଭୁଲ ଭାବରେ ବ୍ୟାଖ୍ୟା କରିଛି ଏନସିବି । ଯେଉଁ ହ୍ପାଟସପ ଚାଟ୍ ଏନସିବି ଦର୍ଶାଉଛି ତାହା ହେଉଛି, ସେହି ଘଟଣା ପୂର୍ବରୁ । ଯାହାର ଏ ଘଟଣା ସହ କିଛି ସମ୍ପର୍କ ନାହିଁ । ଏହା ସହିତ , ଏନସିବି ତାଙ୍କଠାରୁ କୌଣସି ପ୍ରକାରର ଡ୍ରଗ୍ସ ପାଇ ନାହିଁ କି, ଅରବାଜ ମର୍ଚାଣ୍ଟ ଓ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।