ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲା । ଆଗୁଆ ଜାମିନ ଆବେଦନର କୌଣସି ଆବଶ୍ୟକତା ନ ଥିବା ଦର୍ଶାଇଲେ ହାଇକୋର୍ଟ ଏହାସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ସୂଚନା ଥାଉକି, ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲା

ଅର୍ଗସ ବ୍ୟୁରୋ: ମିଶିବା ପାଇଁ ଫିଟିଲା କି ବାଟ। କଳିରେ ପଡିବ କି ପୂର୍ଣ୍ଣଛେଦ। ହାଇକୋର୍ଟରେ ଅଭିନେତା ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଅନ୍ତ ଘଟିଛି। ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି। ବାବୁଶାନ ଥାନାରେ ହାଜର ହୋଇଥିଲେ । Crpc-୪୧ ରେ ତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନ ଥିବାରୁ କୋର୍ଟ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଛନ୍ତି। ଯାହାପରେ ବାବୁସାନ ଓ ତ୍ରିପ୍ତିଙ୍କ ମଧ୍ୟରେ ଥିବା ଝଗଡାକୁ ଦୂର ହେବାର ଆଶା ଦେଖାଦେଇଛି ।
ଉତ୍ତରପ୍ରଦେଶ ଚାଣକ୍ୟଙ୍କ ବୁଦ୍ଧି ଖେଳିବ ଓଡ଼ିଶାରେ

ଅର୍ଗସ୍ ବ୍ୟୁରୋ : ଉତ୍ତରପ୍ରଦେଶ ରାଜନୀତିର ଚାଣକ୍ୟ ବୋଲାଉଥିବା ସୁନୀଲ ବଂଶଲଙ୍କୁ ବଡ଼ ଦାୟିତ୍ବ। ଓଡ଼ିଶାର ନୂଆ ବିଜେପି ପ୍ରଭାରି ନିଯୁକ୍ତ ହେଲେ ସୁନୀଲ। ସୁନିଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର ଅତିରିକ୍ତ ଦାୟିତ୍ବ। ବିଜେପି ମୁଖ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହି କଥା ସ୍ପଷ୍ଟ ହୋଇଛି। ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ସଙ୍ଗଠନ ଏଭଳି ବ
Download Argus News App
