ଫିଲ୍ମ ନିର୍ମାତା ମ୍ରିନାଲ୍ ସେନ୍ଙ୍କ ଫିଲ୍ମ ‘ନୀଳ ଆକାଶେର୍ ନୀଚେ’ ,୧୯୫୮ରୁ ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପରେପରେ ସତ୍ୟଜିତ୍ ରୟଙ୍କ ଫିଲ୍ମ ‘ଜୟ ବାବା ଫେଲୁନାଥ୍’ ଓ ‘ଗଣଶତ୍ରୁ’ରେ ନିଜ ଅଭିନୟର ଯାଦୁ ଦେଖାଇ ସେ ଅନେକ୍ ଭଲପାଇବା ଓ ପ୍ରଶଂସା ସାଉଣ୍ଟିଥିଲେ । ସେ ୫୦ ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିଥିବା ବେଳେ, ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ଏହି ପ୍ରଖ୍ୟାତ୍ ଅଭିନେତା ମନୁ ବାନାର୍ଜୀଙ୍କ ବିୟୋଗରେ ଅନେକ୍ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି ।