କୁହାଯାଉଛି ଯେ ମାନ୍ୟା ସିଂ ମଧ୍ୟ ଶୋ’ରେ ନିଜର ସ୍ଥାନ ବିସ୍ତାର କରୁଥିବା ଦେଖିବାକୁ ମିଳିବ । ଏହି ଖବରକୁ ନିଶ୍ଚିତ କରିଛି ଲାଟେଷ୍ଟ ଲି। ତେବେ ଏପର୍ୟ୍ୟନ୍ତ ମାନ୍ୟାଙ୍କଠାରୁ କୌଣସି ସୂଚନା ମିଳିନାହିଁ ।
ମାନ୍ୟା ସିଂ ଉତ୍ତରପ୍ରଦେଶର ବାସିନ୍ଦା। ଜଣେ ରିକ୍ସା ଚାଳକଙ୍କ ଝିଅ, ତେଣୁ ଅନ୍ୟମାନଙ୍କ ଅପେକ୍ଷା ଗ୍ଲାମର ଦୁନିଆର ପ୍ରବେଶ କରିବା ଏବଂ ସଫଳ ହେବା ତାଙ୍କ ପାଇଁ ଅଧିକ କଷ୍ଟକର ଥିଲା। ତେବେ ଆଗକୁ ଜଣାପଡିବ ଯେ ଏହି ଖବର କେତେ ଦୂର ସତ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।