ପ୍ରକାଶ ଥାଉକି, ନିଜ କ୍ୟାରିୟରରେ ଶ୍ରୀପ୍ରଦା ପାଖାପାଖି ୭୦ ଫିଲ୍ମରେ କାମ କରିଛନ୍ତି । ହିନ୍ଦୀ ବ୍ୟତୀତ,ଭୋଜପୁରୀ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।
କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦା ଆଉ ଏ ଦୁନିଆଁରେ ନାହାନ୍ତି । ଖବର ଅନୁଯାୟୀ, କରୋନାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ୮୦ ଏବଂ ୯୦ ଦଶକରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଏ ଦୁନିଆଁକୁ ସବୁଦିନ ପାଇଁ ଅଲବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ସେ ସମୟରେ ସେ ବଲଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ’ଆଗ୍ କି ଶୋଲେ’ , ‘ଖୁନ୍ କି ପ୍ୟାସୀ’, ‘ବେଓ୍ବଫା ସନମ୍’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ସେ ।
ଚାଲିଗଲା ବର୍ଷା, ଛାଡି ଦେଇଗଲା ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଲଘୁଚାପ କାରଣରୁ ବର୍ଷା ଲାଗି ରହିଥିଲା। ଏବେ ବର୍ଷା ସିନା ଛାଡିଯାଇଛି, ହେଲେ ଲୋକେ ବର୍ଷା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଉଛି। ପହଞ୍ଚିନି 34 ଗେଟର ପାଣି, ହେଲେ କଣାସ ବ୍ଲକ ଦୋକନ୍ଦା ଗାଁ ଦାଣ୍ଡରେ ଚାଲିଲା ଅଣ୍ଟାଏ ଉଚ୍ଚର ପାଣି। ଘରେ ଘରେ ପଶିଲା ଦୟା ନଦୀ
Download Argus News App
