ତେବେ ଏହାର ଟିଜର ଭିଡିଓରେ ପ୍ରଥମରେ ରାଣୀ ମୁଖାର୍ଜୀ ଏବଂ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଟ୍ରେଲର ଅକ୍ଟୋବର ୨୫ରେ ରିଲିଜ୍ ହେବ । ଏବଂ ନଭେମ୍ବର ୧୯ରେ ଏହି ଫିଲ୍ମଟି ରିଲିଜ୍ ହେବା ନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ୨୦୦୫ ମସିହାରେ ଫିଲ୍ମ ‘ବଣ୍ଟି ଔର ବବ୍ଲି’ ରିଲିଜ୍ ହୋଇଥିଲା । ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଏକାଠି ନଜର ଆସିଥିଲେ। ଫିଲ୍ମର ଦ୍ୱୀତିୟ ଭାଗରେ ସୈଫ୍ ଓ ରାନୀଙ୍କୁ ଦେଖିବାକୁ ମିଳିବ ।