ଜାଭେଦ ତାଙ୍କ ଜୀବନ ମଧ୍ୟରେ ବହୁ ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରିଥିଲେ। ଫେବୃୟାରୀ ୧୪ ତାରିଖ ସକାଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜାଭେଦ ଲଗାନ, ଓ୍ବାନ୍ସ ଅପନ ଏ ଟାଇମ, ଅନ୍ଦାଜ ଆପନା ଆପନା ଏବଂ `ଚକ ଦେ ଇଣ୍ଡିଆ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଜାଭେଦଙ୍କୁ ଶେଷଥର ୨୦୨୦ରେ ଦେଖାଯାଇଥିଲା। ତାଙ୍କର ଶେଷ ଫିଲ୍ମ ଥିଲା `ସଡ଼କ ୨’। ଜାଭେଦ ଏହିପରି ଅନେକ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଚରିତ୍ରରେ ଅଭିନୟ କରିଥିଲେ ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ