ବର୍ତ୍ତମାନ ଦୀପିକା ଏହି ରିପୋର୍ଟଗୁଡିକ ମଧ୍ୟରେ ରଣବୀରଙ୍କ ବିଷୟରେ କହିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି।ଦୀପିକା କହିଛନ୍ତି ଯେ ରଣବୀର କାମ ହେତୁ ତାଙ୍କଠାରୁ ଦୂରରେ ଅଛନ୍ତି। କିନ୍ତୁ ଯେତେବେଳେ ବି ସେ ମୋତେ ଭେଟିବେ ସେ ଖୁସିରେ ଡେଇଁ ପଡନ୍ତି। ଦୀପିକା କହିଛନ୍ତି, ଏକ ମ୍ୟୁଜିକ୍ ଇଭେଣ୍ଟ ଯୋଗୁଁ ମୋ ସ୍ୱାମୀ ଏକ ସପ୍ତାହ ପାଇଁ ଦୂରରେ ଅଛନ୍ତି। ବର୍ତ୍ତମାନ ସେ ସେଠାରୁ ଫେରିଛନ୍ତି ଏବଂ ବର୍ତ୍ତମାନ ସେ ମୋତେ ଭେଟିବା ପରେ ମୋ ମୁହଁ ଦେଖି ଖୁସି ହୋଇଯିବେ।
ସେ ମୋ ବିନା ରହି ପାରନ୍ତି ନାହିଁ । ଯାହା ସବୁ କୁହାଯାଉଥିଲା ସବୁୁ ମିଛ।ଦୀପିକାଙ୍କ ଏହି ପୋଡକାଷ୍ଟର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।