ଭିଡିଓରେ ସେ ତାଙ୍କ ଘର ଛାତ ଉପରେ ଯୋଗ କରୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି
ପ୍ରକାଶ ଥାଉକି,ଦିୟା ଚଳିତ ବର୍ଷ ଫେବୃୟାରୀରେ ବିଜନେସମ୍ୟାନ୍ ବୈଭବ ରେଖିଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ଉଭୟଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ବିବାହର ଦେଢମାସ ପରେ ଦିୟା ପ୍ରେଗ୍ନେନ୍ସିର ଫଟୋ ସେୟାର କରି , ଏହାର ସୂଚନା ଦେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି ।