ଲୋକେଶ ଲେଖିଛନ୍ତି ଯେ, ସମସ୍ତଙ୍କୁ ହାଲୋ,ମୁଁ ଏହା ମୋର ସାଙ୍ଗସାଥି,ପରିବାର ସଦସ୍ୟ ଏବଂ ମୋର ଶୁଭଚିନ୍ତକଙ୍କୁ ସୂଚନା ଦେବାପାଇଁ ଲେଖୁଛି ଯେ, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ମୁଁ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଯେଉଁଠାରେ ମୋର ଭଲ ଦେଖାଶୁଣା କରାଯାଉଛି । ଜଲଦୀ ଏକଦମ୍ ସୁସ୍ଥ ହୋଇ ଫେରିବି ‘ । ତାଙ୍କର ପୋଷ୍ଟ ଦେଖିବା ପରେ ତାଙ୍କ ଶୁଭଚିନ୍ତକ ମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।
କରୋନା ସଂକ୍ରମିତ ହେଲେ ତାମିଲ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କନଗରାଜ୍
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
