ଆୟୁଷ୍ମାନ ଅର୍ଥାତ ପୂଜା ବ୍ୟାକଲେସ ଲେହେଙ୍ଗା ପିନ୍ଧି ଫୋନରେ `ପଠାନ’ ଫେମ ଶାହାରୁଖ ଖାନଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ଶାହାରୁଖ ପଚାରୁଛନ୍ତି କେମିତି ଅଛ ପୂଜା? ପୂଜା କହିଛନ୍ତି ମୁଁ ଭଳ ଅଛି। ତୁମେ କେମିତି ଅଛ ମୋ ପଠାନ? ମୁଁ ପୂର୍ବ ଅପେକ୍ଷା ବହୁତ ଭଲ ଅଛି। ଶେଷକୁ କହିଛନ୍ତ ହାପି ଭାଲେଣ୍ଟାଇନ ଡେ ପୂଜା।
ଅଧିକ ପଢନ୍ତୁ: ୩ ବର୍ଷପରେ କିଙ୍ଗଖାନଙ୍କ ଦମଦାର ରିଟର୍ନ
ବାଲାଜୀ ଟେଲି ଫିଲ୍ମସ ଡିମଗାର୍ଲ-୨ ହୋଇଛି। ୨୦୧୯ରେ ମୁକ୍ତିଲାଭ କରିଥିବା ସୁପରହିଟ ଚଳଚ୍ଚିତ୍ରର ଏହା ହେଉଛି ସିକ୍ବେଲ। ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ଝିଅ ସ୍ବରରେ ପୁରୁଷମାନଙ୍କ ସହ କଥା ହେଉଥିଲେ।
ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ପରେଶ ରାଓ୍ବଲ, ରାଜପାଲ ଯାଦବ, ଅସରାନୀ, ବିଜୟ ରାଜ, ଅନୁ କପୁର, ସୀମା ପହଓ୍ବା, ମନୋଜ ଯୋଶୀ, ଅଭିଷେକ ବାନାର୍ଜୀ ପ୍ରମୁଖ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶନ୍ଦିଣ୍ଡିଲିଆ ଏବଂ ଏକତା କପୁର। ନିର୍ମାତା କହିଛନ୍ତି ଯେ, ସିକ୍ବେଲ ପ୍ରଥମ ଭାଗ ଅପେକ୍ଷା ଅଧିକ କମେଡି ଓ ଏଣ୍ଟରଟେନିଂ ହେବ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ