ଅଧିକ ପଢ଼ନ୍ତୁ: ରାଗିଗଲେ ସ୍ୱରା ଭାସ୍କର
ପ୍ରେମିକ ଫହାଦ ଅହମ୍ମଦଙ୍କୁ ଲୁଚାଛପା ଭାବେ କୋର୍ଟ ମ୍ୟାରେଜ କରି ଚର୍ଚ୍ଚାରେ ରହିଥିଲେ ସ୍ୱରା। ସ୍ୱରା ଏବଂ ଫହାଦ ପୂର୍ବରୁ ଫେବୃଆରୀରେ କୋର୍ଟ ମ୍ୟାରେଜ କରିଥିଲେ। ସ୍ୱରାଙ୍କ ବିବାହରେ କେବଳ ପରିବାର ଲୋକଙ୍କ ସହ ଘନିଷ୍ଠ ବନ୍ଧୁ ଏବଂ ଘର ଲୋକେ ସାମିଲ ଥିଲେ। ବର୍ତ୍ତମାନ ତାଙ୍କର ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୫ ମାର୍ଚ୍ଚରେ ଏକ କଓ୍ୱାଲି ସମାରୋହ ଅନୁଷ୍ଠିତ ହେବ। ଯେଉଁଥିରେ ତାଙ୍କର ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଯୋଗଦେବେ ଏବଂ ୧୬ ମାର୍ଚ୍ଚରେ ଦିଲ୍ଲୀରେ ଏକ ରିସେପ୍ସନ ହେବ।
ଆହୁରି ପଢ଼ନ୍ତୁ: ଜନ୍ମଦିନରେ କାନ୍ଦି ପକାଇଲେ ସ୍ୱରା ଭାସ୍କର