୧୮ ଘଂଟାରେ ୨୫ କିଲୋମିଟର ରାଜପଥ ନିର୍ମାଣ
ନୂଆଦିଲ୍ଲୀ : ଅଭିନେତ୍ରୀ monika panwar ତାଙ୍କର ଅପକମିଙ୍ଗ ଫିଲ୍ମ’ଦୁକାନ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ମୋନିକା ପମ୍ବାରଙ୍କ ବଲିଉଡର ଏଣ୍ଟ୍ରି ହେବାକୁ ଯାଉଛି । ନିକଟରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ରାଇଟର ସିଦ୍ଧାର୍ଥ ଏବଂ ଗରିମା ଦୁହେଁ ଜଲଦୀ ଫିଲ୍ମ ରିଲିଜ୍ ହେବାକୁ ନେଇ ସୂଚନା ଦେଇଛନ୍ତି । ଡାଇରେକ୍ସନ ସହିତ ଉଭୟେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ।
ଏହି ଫିଲ୍ମର କାହାଣୀ କଥା କହିବାକୁ ଗଲେ , ଫିଲ୍ମର କାହାଣୀ ସରୋଗେସି ମଦରର ଜର୍ଣ୍ଣି ଉପରେ ରହିଛି । ରିଲିଜ୍ ହୋଇଥିବା ପୋଷ୍ଟରରେ ଲିଡ୍ ଆକ୍ଟ୍ରେସ୍ monika panwar ଗୁଜୁରାଟୀ ପ୍ରେଗନେଟ ମହିଳା ଭୂମିକାରେ ନଜର ଆସୁଛନ୍ତି ।
ମୋନିକା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଇନ୍ଷ୍ଟାଗ୍ରାମ୍ ଆକାଉଂଟ ମାଧ୍ୟମରେ ସେୟାର କରିଛନ୍ତି ।