ରିପୋର୍ଟ ଅନୁଯାୟୀ, ସୋମବାର ସକାଳେ ପୁଣେର Sahyadri ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରୋଗରେ ପୀଡିତ ଥିଲେ ସେ । ଗତ ଦୁଇ ସପ୍ତାହ ଧରି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପ୍ରକାଶ ଥାଉକି, ସୁମିତ୍ରା ଭାବେ ‘ଦହାବୀ ଫ’,’ଦୋଘି’, ‘ ସଂହିତା’, ‘ଅସ୍ତୁ’ ଭଳି ବିଭିନ୍ନ ବିଷୟ ଉପରେ ଫିଲ୍ମ ନିର୍ମାଣ କରି , ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୦୨ରେ ସେ ‘ବାସ୍ତୁପୁରୁଷ’ ୫୦ ତମ ଜାତୀୟ ପୁରସ୍କାର ସମୟରେ ଶ୍ରେଷ୍ଠ ମରାଠୀ ଚଳଚିତ୍ର ଭାବରେ ମନୋନୀତ ହୋଇଥିଲେ ।