ପ୍ରକାଶ ଥାଉକି, କରୋନା ଭାଇରସ ପୁଣି ଥରେ କିଛି ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଣ୍ଟରଟେନ୍ମେଣ୍ଟ ଇଣ୍ଡଷ୍ଟ୍ରିରେ ଅନେକ୍ କଳାକାର କରୋନାର ଶିକାର ହୋଇ ସାରିଥିବା ବେଳେ, ପୁଣି ଏବେ କିଛି କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । କରୋନା ସଂକ୍ରମିତ ହେବା ପରେ ସମସ୍ତେ ଘରେ ସେଲ୍ଫ୍ କ୍ୱାରେଣ୍ଟାଇନରେ ରହିବା ସହିତ, ସାବଧାନତା ଅବଲମ୍ବନ କରୁଛନ୍ତି ।