Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାତି ଜାରି ରହିବ
ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ
ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜନସ୍ଵାସ୍ଥ୍ୟ ବିଭାଗ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଇଥିବା ଅଭିଯୋଗ ହୋଇଛି । ପିଅନ ବେଣୁଧର ବିଶ୍ବାଳ ଓ HR ପର୍ଶୁରାମ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ତଳିଆ କମଚାରୀଙ୍କୁ ନିଲମ୍ବନ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି କି ଜନସ୍ବାସ୍ଥ୍
ତିନିବର୍ଷ ହେଲା ଶୌଚାଳୟରେ ଜୀବନ
କେନ୍ଦୁଝର: ଅନ୍ଧାରିଆ ନୂଆଣିଆ ଘର। ନଇଁ ନଇଁ ଗଲେ ଘରେ ପଶିବା ସମ୍ଭବ ନହେଲେ ନାହିଁ । ଘର ଭିତରକୁ ପଶିବା ପରେ ଏଇଟା ଘର ନା ପାଇଖାନା ଜାଣିବା ମୁସ୍କିଲ । ହେଲେ ସେ କରିବେ ବା କଣ ? ଘର ନାହିଁ କି ଦ୍ଵାର ନାହିଁ...ଗୋଡ ଚଳୁନି କି ହାତ ଚଳୁନି । ଏମିତି ସ୍ଥିତିରେ ଭାଗ୍ୟକୁ ଆଦରିବା ଛଡା ଉପାୟ ବି କିଛି ନାହିଁ । ଘର ଖଣ୍ଡିଏ ଲାଗି ବାବୁଙ୍କୁ ଗୁହାରି କରିକରି ଥକିଗଲେ ସତ ହେଲେ କେହ