ଏହି ଫଟୋରେ ଗୋହରଙ୍କ ହାତରେ ମୁଦିଟି ବହୁତ୍ ସୁନ୍ଦର ଦେଖାଯାଉଛି । ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ‘ ବେହତ୍ ପରଫେକ୍ଟ । କୁଛ୍ ନେହି କର୍ ସକ୍ତି ବସ୍ ପୁରା ଦିନ୍ ଇସେ ଦେଖ୍ ସକ୍ତି ହୁଁ ‘ ।
ଗୋହର ଖାନ୍ଙ୍କ ଏହି ଫଟୋରେ ଫାନ୍ସଙ୍କ ସମେତ ଅନେକ୍ ସେଲିବ୍ରେଟି ମାନେ ମଧ୍ୟ ନିଜ ନିଜର ରିଆକ୍ସନ୍ ଦେବା ସହିତ ଶୁଭକାମନା ଜଣାଉଛନ୍ତି । ଏହା ସହିତ ଦୁହିଁଙ୍କ ଯୋଡିକୁ ଦର୍ଶକ ବହୁତ୍ ପସନ୍ଦ କରୁଛନ୍ତି ।
ସୂଚନାଅନୁଯାୟୀ – ଗୋହର ଖାନ୍ ଓ ଜୈଦ୍ ଦରବାର ୨୪ ଡିସେମ୍ବରରେ ବିବାହ କରିବେ । କିନ୍ତୁ ଦୁହିଁଙ୍କ ତରଫରୁ ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇ ନାହିଁ । ଦୁହିଁଙ୍କ ବିବାହ ମୁମ୍ବାଇରେ ହେବା ନେଇ ଚର୍ଚ୍ଚା ହେଉଛି । ଏହା ସହିତ ଜୈଦଙ୍କ ପିତା ଗୋହରଙ୍କୁ ନିଜ ଘରର ବହୁ କରିବା ନେଇ ନେଇ ବେଶ ଖୁସି ଅଛନ୍ତି ।