ଏହି ଚଳଚ୍ଚିତ୍ର ମାଧ୍ୟମରେ ରିତେଶ ନିର୍ଦ୍ଦେଶନା ଜଗତରେ ପାଦ ଦେବାକୁ ଯାଉଛନ୍ତି।ଫିଲ୍ମର ଟିଜର ମଧ୍ୟ ଜେନେଲିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏବଂ ଜେନେଲିଆ ଲେଖିଛନ୍ତି, ମରାଠୀରେ ଲେଖିଥିଲେ, ‘ମୁଁ ମହାରାଷ୍ଟ୍ରରେ ଜନ୍ମ ନେଇଥିଲି । ଅଭିନୟ ଆରମ୍ଭ କରିବା ପରେ ହିନ୍ଦୀ, ତାମିଲ, ତେଲୁଗୁ ସମେତ ବିଭିନ୍ନ ଭାଷାରେ କାମ କଲି । ମୁଁ ମୋର ମରାଠୀ ଚଳଚ୍ଚିତ୍ର ସହିତ ଡେବ୍ୟୁ କରୁଛି, ଯାହା ରିତେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ।