ଫିଲ୍ମ ଦୁନିଆଁକୁ ଆସିବା ପୂର୍ବରୁ ସେ ଆରଜେ କାମ କରୁଥିଲେ । ଏହାପରେ ଏମଟିଭିରେ ପ୍ରସାରିତ ରୋଡିଜ୍ ଜିତିବା ପରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ । ତାପରେ ସେ ଏମଟିର ଅନେକ ଶୋ’ କରିଥିଲେ ।
୨୦୧୨ରେ ଫିଲ୍ମ’Vicky Donor’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କ କ୍ୟାରିୟରର ଯାତ୍ରା ଆଗକୁ ବଢି ଚାଲିଲା । ତାପରେ ସେ ଅନେକ ହିଟ୍ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।