ଏହାପରେ ସେ ଫିଲ୍ମ’ବରେଲି କି ବର୍ଫି’, ’ ପାନିପତ୍’ , ‘ଲୁକା ଛୁପି’ ଭଳ ଆହୁରି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟଭ୍ Kriti । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ସବୁବେଳେ ସେ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ବହୁତ୍ କମ୍ ସମୟ ମଧ୍ୟରେ Kriti ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରଚୟ ସୃଷ୍ଟି କରିଛନ୍ତି । ସେବେଠାରୁ ଆଜି ଯାଏଁ , ସେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ଅନେକ ଫିଲ୍ମ ସେ ଦର୍ଶକଙ୍କୁ ଭେଟ୍ଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।