ଟିଭି ସିରିଏଲ ବ୍ୟତୀତ ମାହି ଡାନ୍ସିଂ ରିଆଲିଟି ଶୋ’’ଝଲକ୍ ଦିଖ୍ଲା ଯା-୪’ ଏବଂ ‘ନଚ୍ ବଲିୟେ-୫’ ରେ ମଧ୍ୟ ସେ ତାଙ୍କ ଟ୍ୟାଲେଣ୍ଟ ଦେଖାଇଛନ୍ତି । ମାଲାୟଲମ୍ ଫିଲ୍ମ’ଅପରାଚିତନ୍’ରେ ମଧ୍ୟ ସେ କାମ କରିଛନ୍ତି ।
ଏହା ବ୍ୟତୀତ ସେ ‘ଖତ୍ରୋଁ କି ଖିଲାଡି-୫ ‘ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ହେଲେ ତାଙ୍କ ଗୋଡରେ ଆଘାତ ଲାଗିବା କାରଣରୁ , ସେ ଏହି ଶୋ’ ଛାଡି ଦେଇଥିଲେ ।
ପ୍ରକାଶ ଥାଉକି, ମାହି ହେଉଛନ୍ତି ଜଣାଶୁଣା ଟିଭି ତଥା ବଲିଉଡ ଅଭିନେତା,ଆଙ୍କର ଜୟ ଭାନୁଶାଲୀଙ୍କ ପତ୍ନୀ । ଉଭୟ ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍ କରିବା ପରେ, ୨୦୧୧ରେ ବିବାହ କରିଥିଲେ ।