ବଲିଉଡ ଫିଲ୍ମ’ ବାମ୍ବେ’, ‘ଦିଲ ସେ’ , ‘ଗୁରୁ’ ଭଳି ଅନେକ ଫିଲ୍ମ ସେ ପ୍ରସ୍ତୁତ କରିଛନ୍ତି । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା ୧୯୮୩ରେ ତାମିଲ ରେ ଆସିଥିବା ଫିଲ୍ମ’ପଲ୍ଲବୀ ଅନୁ ପଲ୍ଲବୀ’ । ହେଲେ ୧୯୮୬ରେ ଫିଲ୍ମ’ମୋଉନା ରଗମ’ ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ । ଏହାପର ଠାରୁ ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।