ମିକା ସିଂହ ଅଭିନେତା ସଲମାନ୍ ଖାନ, ଶାହରୁଖ୍ ଖାନଙ୍କ ଠାରୁ ଆରମ୍ଭ କରି ଅନେକ ବଡବଡ କଳାକାରଙ୍କ ପାଇଁ ଗୀତ ଗାଇଛନ୍ତି । ମିକାଙ୍କ ପ୍ରକୃତ ନାଁ ହେଉଛି ଅମରିକ୍ ସିଂହ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଅର୍ଗସ୍ ପରିବାର ତରଫରୁ ଅନେକ ଅନେକ ଶୁଭକାମନା ।
ଜନ୍ମଦିନର ଶୁଭେଚ୍ଛା ! ମିକା ସିଂହ

ନୂଆଦିଲ୍ଲୀ : ସିଙ୍ଗର ମିକା ସିଂହଙ୍କୁ କିଏ ବା ନଜାଣେ । ସେ ନିଜ ଗାୟନ ଶୈଳୀରେ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ଆଜି ହେଉଛି ତାଙ୍କ ଜନ୍ମଦିନ । ସେ ୧୦ ଜୁନ୍ ୧୯୭୭ରେ ଜନ୍ମଗ୍ରହଣ କରିଥିଲେ । ୬ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ହେଉଛନ୍ତି ମିକା ସିଂହ । ୮ ବର୍ଷ ବୟସରୁ ହିଁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ବଲିଉଡରୁ ନେଇ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ ମିକା ସିଂହ । ତାଙ୍କର ଗାୟନ ଶୈଳୀକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଅନେକ ହିଟ ଗୀତ ସେ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ ।
Download Argus News App
