୧୨ ବର୍ଷ ବୟସରେ ସେ ଥିଏଟରରେ କାମ କରିବା ଆରମ୍ଭ କରିଦେଇଥିଲେ । ଏହାସହିତ ଭଲ ଡାନ୍ସ ମଧ୍ୟ କରନ୍ତି ସେ । ଏବେ ସେ ଅଭିନେତା ଅଜୟ ଦେବଗନ୍ଙ୍କ ପ୍ରଡକ୍ସନ୍ରେ ନେଟଫ୍ଲିକ୍ସ ପାଇଁ ତିଆରି ହେଉଥିବା ଫିଲ୍ମ ‘Tribhanga’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ହାପି ବାର୍ଥ ଡେ ! ମିଥିଲା

ନୂଆଦିଲ୍ଲୀ : ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମିଥିଲା ପାଲ୍କର୍ଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୯୩ ମସିହା ୧୨ ଜାନୁୟାରୀରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୦୧୮ରେ ଫିଲ୍ମ ‘Karwaan’ ମାଧ୍ୟମରେ ବଲିଉଡରେ ସେ ଡେବ୍ୟୁ କରିଥିଲେ । ଏଥିରେ ଅଭିନେତା ଇରଫାନ୍ ଖାନ୍ ଏବଂ ଦଲ୍କିର୍ ସଲ୍ମାନ୍ ମଧ୍ୟ ନଜର ଆସିଥିଲେ ।
ଉଚ୍ଚଶିକ୍ଷା ବିଭାଗ ଓ ଘରୋଇ ଶିକ୍ଷାନୁଷ୍ଠାନ ମିଳିତ ଚକ୍ରାନ୍ତ କରୁଛନ୍ତି: ଛାତ୍ର କଂଗ୍ରେସ

ଅର୍ଗସ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଗିଲା ଅଙ୍କୁଶ । ସେଲ୍ପ ଫାଇନାନ୍ସିଂ କୋର୍ସ ଉପରେ ଲାଗିଲା ତାଲା । ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ରେଭେନ୍ସା ଓ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ପ ଫାଇନାସିଂ କୋର୍ସକୁ ବନ୍ଦ କରାଗଲା ।
ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ପାଠ୍ୟକ୍ରମ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ୫୦୦ଟି ସିଟକୁ ଏବେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛ
Download Argus News App
