୨୭ ମାର୍ଚ୍ଚ ୧୯୮୫ରେ ଚେନ୍ନ।ଇରେ ଜନ୍ମଗ୍ରହଣ କରିଥିବା ରାମ୍ ଚରଣ ୨୦୦୭ରେ ଫିଲ୍ମ’ଚିରୁଥା’ ମାଧ୍ୟମରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।
ରାମ୍ ଚରଣ ଜଣେ ଅଭିନେତା ହେବା ସଙ୍ଗେସଙ୍ଗେ ଜଣେ ସଫଳ ବିଜନେସମ୍ୟାନ୍ ମଧ୍ୟ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।
ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମ୍ ଚରଣଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ରାମ୍ ଚରଣ ସାଉଥ୍ ଫିଲ୍ମର ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ , ଯିଏ ନିଜ ଅଭିନୟ ସହିତ ଅଲଗା ଦୁନିଆଁରେ ମଧ୍ୟ ନିଜର ସ୍ୱତନ୍ତ୍ର ପରଚୟ ସୃଷ୍ଟି କରିଛନ୍ତି । ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭକାମନାର ସୁଅ ଛୁଟୁଛି । କେବଳ ଅଭିନୟକୁ ନେଇ ନୁହେଁ ବରଂ ରାମ୍ ଚରଣ ତାଙ୍କ ଲାଇଫ୍ଷ୍ଟାଇଲକୁ ନେଇ ମଧ୍ୟ ବେଶ ଜଣାଶୁଣା ।