ବି-ଟାଉନ୍ରେ ଟ୍ୟାକ୍ସଚୋରି
ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ଆଜି ହେଉଛି ଟେଡି ଡେ’ । ଖାସ୍କରି ଝିଅ ମାନଙ୍କୁ ଟେଡି ଅଧିକ ପସନ୍ଦ ଥାଏ । ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ ସତ କିନ୍ତୁ ପୁଅ ମାନଙ୍କୁ ମଧ୍ୟ ଟେଡି ଗିଫ୍ଟ କରାଯାଇଥାଏ । ଖାସକରି ଏହି ଟେଡି ଡେ’ରେ । ଟେଡି ଡେ’ରେ ପ୍ରେମିକ –ପ୍ରେମିକାଙ୍କୁ ଟେଡି ଦେବା ସହିତ, ନିଜର ନିକଟତର ବନ୍ଧୁଙ୍କୁ ମଧ୍ୟ ଆଜି ଟେଡି ଗିଫ୍ଟ କରି ଖୁସି କରିପାରିବେ । କେହି କେହି ଟେଡି ସହିତ ଫୁଲ ଦେବାକୁ ପସନ୍ଦ କରିଥାନ୍ତି ତ, କେହି କେହି ଟେଡି ସହିତ କାର୍ଡ କିମ୍ବା ଚକୋଲେଟ ଦେଇ ନିଜ ମନର ମଣିଷଙ୍କୁ ଖୁସି କରି ଥାଆନ୍ତି ।