ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ: ଅସ୍କାର ବିଜେତା ଗୁନୀତ ମୋଙ୍ଗା କରିବେ ହନି ସିଂଙ୍କ ଉପରେ ଫିଲ୍ମ
କିଏ ତାଙ୍କୁ ଛୁରାମାଡ଼ କଲେ ଓ କାହିଁକି ଆକ୍ରମଣ ହେଲା ସେ ନେଇ କୌଣସି ସ୍ପଷ୍ଟ ଖବର ଆସିନାହିଁ। ଜିମରେ ଆକ୍ରମଣକାରୀ ତାଙ୍କୁ ଛୁରାମାଡ଼ କରିବାସହ ଛୁରି ଧରି ଅନ୍ୟମାନଙ୍କୁ ଗାଳିଗୁଲଜ କରିଥିଲେ। ହେଲେ ସୁଯୋଗ ପାଇ ଅମନ ଆକ୍ରମଣକାରୀଙ୍କୁ ଧରିପକାଇଥିଲେ। ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଥାଉ କି, ଅମନ ପଞ୍ଜାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାରି ଜଣାଶୁଣା। ବିର୍ଷା, ଇକ କୁଡି ପଞ୍ଜାବ ଦି, ରାଞ୍ଝେ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ବଲିଉଡ ଫିଲ୍ମ ଯୋଦ୍ଧା ଆକବରରେ ମଧ୍ୟ ସେ ଚମତ୍କାର ଅଭିନୟ କରିଥିଲେ।