ଏହି ଭିଡିଓରେ ଜାହ୍ନବୀ ତାଙ୍କ ସାଙ୍ଗ ମାନଙ୍କ ସହ ମସ୍ତି କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ,’ସୁଟ୍ ସମୟରେ ଏହା କ’ଣ କ’ଣ ହେଉଛି’ ।
ପ୍ରକାଶ ଥାଉକି, ୨୦୧୮ରେ ଫିଲ୍ମ ’ଧଡକ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର ।
ନୂଆଦିଲ୍ଲୀ : ନିଜର କାମ ବ୍ୟତୀତ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର । ଜାହ୍ନବୀ ଏବେ ତାଙ୍କର ଫିଲ୍ମ’ଦୋସ୍ତାନା ୨’ କୁ ନେଇ ବେଶ ଖୁସି ଅଛନ୍ତି । ଏହା ହେଉଛି ଫିଲ୍ମ’ଦୋସ୍ତାନା’ର ସକ୍ବେଲ । ଏହା ସହିତ ଜାହ୍ନବୀ ତାଙ୍କ ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ମଧ୍ୟ ଭୁଲନ୍ତି ନାହିଁ । ତେବେ ନିକଟରେ ଜାହ୍ନବୀ କପୁରଙ୍କ ଫ୍ୟାନ କ୍ଲବ୍ ଏକ ଭିଡିଓ ସେୟାର କରିଛନ୍ତି । ଜାହ୍ନବୀ ଏହି ଭିଡିଓକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ ।