ଅଧିକ ପଢନ୍ତୁ: ଜାହ୍ନବୀଙ୍କ ଉପରେ ଫୁଲ ଏବଂ ଗୁଲାଲର ବର୍ଷା
ନିର୍ଦ୍ଦେଶନା ଦେବେ କୋରାତାଲା ଶିବା। ଆସନ୍ତା ୨୩ ତାରିଖରେ ଫିଲ୍ମର ପୂଜା ଅନୁଷ୍ଠିତ ହେବ। ଏହି ଫିଲ୍ମ ଜରିଆରେ ଜାହ୍ନବୀ ଟଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ। ଏଇ ମାସ ଶେଷ ବେଳକୁ ଫିଲ୍ମଯି ସୁଟିଂ ଫ୍ଲୋରକୁ ଓହ୍ଲାଇବ। ଏକାଧିକ ପ୍ରୋଜେକ୍ଟକୁ ନେଇ ଜାହ୍ନବୀ ଏବେ ବ୍ୟସ୍ତ ଅଛନ୍ତି।ସେପଟେ ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ ପରେ ପ୍ରଥମ ଥର ‘ଏନଟିଆର ୩୦’ର ସୁଟିଂ ଆରମ୍ଭ କରିବେ ଜୁନିୟର୍ ଏନଟିଆର।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ
ଏହି ବିଗ୍ ବଜେଟ ଫିଲ୍ମରେ ତାଙ୍କ ଅପୋଜିଟରେ ମୁଖ୍ୟ ନାୟିକା ହେବେ ଜାହ୍ନବୀ। ନିକଟରେ ସଫଳ ଫିଲ୍ମ ‘ମିଲି’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଇଟି ମାଲାୟଲମ ଥ୍ରିଲର ଫିଲ୍ମ ‘ହେଲେନ୍’ର ରିମେକ୍। ଫିଲ୍ମ `ବଓ୍ୱାଲ’ରେ ତାଙ୍କୁ ବରୁଣ ଧଓ୍ୱନଙ୍କ ଅପୋଜିଟରେ ଦେଖିବାକୁ ମିଳିବ।