କଙ୍ଗନା ନିଜେ ଟ୍ୱିଟ୍ର ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ,’ମେ ଲୋଗ କୋ ଅପ୍ନେ ସମ୍ପତି ଅପ୍ନେ ପରିବାର୍ ୱାଲୋ କେ ବିଚ୍ ବାଟ୍ନେ କେ ଲିଏ ପ୍ରୋତ୍ସାହିତ୍ କର୍ନା ଚାହ୍ତି ହୁଁ ....’ । ‘ୟାଦ୍ ରଖେ ଖୁସିଆ ବାଟ୍ନେ ମେ ବଢ୍ତି ହେ ।
ଖୁବ୍ ସୁନ୍ଦର ଆପାର୍ଟମେଣ୍ଟସ୍ , ଯାହାକି ୨୦୨୩ ସୁଦ୍ଧା ତାର କାମ କପ୍ଲିଟ ହୋଇଯିବ । ମୁଁ ବହୁତ୍ ଭାଗ୍ୟବାନ୍ । ମୁଁ ଏ ସବୁ ମୋର ପରିବାର ପାଇଁ କରି ପାରିଛି ।
କଙ୍ଗନା ସବୁବେଳେ ତାଙ୍କ ଭାଇ – ଭଉଣୀ ମାନଙ୍କ ପାଇଁ ବହୁତ୍ ସପୋଟିଭ୍ । ଆଉ ସେ ଏହାକୁ ପ୍ରମାଣିତ କରି ମଧ୍ୟ ଦେଖାଇଛନ୍ତି । ଚଣ୍ଡିଗଡରେ ଏବେ ସେ ତାଙ୍କ ଭାଇ-ଭଉଣୀଙ୍କୁ ଫ୍ଲାଟ ଗିଫ୍ଟ କରିଛନ୍ତି ।