କ୍ୟାଟ୍ରିନା ତାଙ୍କର ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ନେଗେଟିଭ୍,ସମସ୍ତଙ୍କୁ ଧନ୍ୟବାଦ୍ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି । ଏହା ମୋ ପାଇଁ ପ୍ୟାରଭରା ଥିଲା । ‘ ସେ କରୋନା ନେଗେଟିଭ୍ ହେବାପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସମେତ କଳାକାର ମାନେ ବେଶ ଖୁସି ଅଛନ୍ତି ।
କରୋନା ନେଗେଟିଭ୍ ହେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ଆଗକୁ ବଢି ଚାଲିଛି । ଦିନକୁ ଦିନ ଏହା ଅଣାୟତ ହେବାରେ ଲାଗିଛି । ବଲିଉଡରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଅନେକ କଳାକାର ଏହାରି ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି । ଠିକ୍ ସେମିତି କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ, ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହାର ସୂଚନା ଦେଇଥିଲେ । ହେଲେ ଏବେ କରୋନା ମୁକ୍ତ ହୋଇଛନ୍ତି କ୍ୟାଟ୍ । କରୋନା ନେଗେଟିଭ୍ ହେବାପରେ ଏ ବିଷୟରେ ସୂଚନା ଦେଇଛନ୍ତି ସେ ।
ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କେନ୍ଦୁପତ୍ର ତୋଳିବାକୁ ଯାଇ, ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଘଟିଛି । ରେଢାଖୋଲ ରେଞ୍ଜ ଡଇଚା ସେକ୍ସନ ଗୋପାଳପୁର ଗାଁର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ ।
ସେହି ସମୟରେ ଏକ ଦନ୍ତାହାତୀ ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ନନୀ ସମରଦା ପାଟି କରିବାର
Download Argus News App
