ଏକଥା ମଧ୍ୟ କୁହାଯାଉଛି ଯେ, ବିବାହରେ ସେ ଏକଦମ୍ ଫିଟ୍ ଏବଂ ପରଫେକ୍ଟ ଦେଖା ଯିବାକୁ କିଛି ସପ୍ତାହ ଧରି ସ୍ୱତନ୍ତ୍ର ଡାଏଟ ଫଲୋ କରୁଛନ୍ତି । ଖାସକରି ସେ ଏବେ ଡାଏଟରେ ଅଧିକ ଶାଗ,ସୁପ,ସାଲାଡ୍ ଆଦି ଖାଉଛନ୍ତି । ଯାହା ଫଳରେ ବିବାହରେ ତାଙ୍କ ତ୍ବଚାର ଚମକ ଯେପରି ଝଲସିବ ।
ନୂଆଦିଲ୍ଲୀ : ଗତ କିଛି ସମୟ ଧରି କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ପ୍ରତିଦିନ ତାଙ୍କ ବିବାହକୁ ନେଇ କିଛି ନା କିଛି ଅପଡେଟ ସାମ୍ନାକୁ ଆସୁଛି । କିନ୍ତୁ ଏବେ ଯାଏ କ୍ୟାଟ୍ ଏବଂ ବିକିଙ୍କ ତରଫରୁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ଏବେ ଖବର ଅନୁଯାୟୀ, କ୍ୟାଟ୍ ତାଙ୍କ ବିବାହ ପାଇଁ ଏକ ସ୍ୱତନ୍ତ୍ର ଡାଏଟ ଫଲୋ କରୁଛନ୍ତି ବୋଲି କୁହାଯାଉଛି ।