ଦର୍ଶନଙ୍କୁ ନିଜ କମେଡିରେ ହସାଉଥିବା ମୋହନ ଜୁନେଜା ଆଜି ଦର୍ଶକଙ୍କ ଆଖିରେ ଲୁହ ଦେଇ ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ମୋହନ ଜୁନେଜା ହାସ୍ୟଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।
କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ । ସେ ଏହା ପୂର୍ବରୁ ତାମିଲ, ତେଲୁଗୁ, ମଲାୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୦୦ରୁ ଅଦିକ ଫିଲ୍ମରେ ଅଭିନୟ କରିଥିଲେ । ସେ କେଜିଏଫ୍ ଚାପ୍ଟର ୧ ଏବଂ କେଜିଏଫ୍ ଚାପ୍ଟର ୨ରେ ନଜର ଆସିଥିଲେ ।