ଏଥର ରେଡ୍ କାର୍ପେଟରେ Balenciagaଙ୍କ କ୍ରିଏଟିଭ୍ ନିର୍ଦ୍ଦେଶକ Demna Gvasaliaଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଚମଡ଼ା ଡ୍ରେସ୍ ପିନ୍ଧିଥିଲେ କିମ୍ । ଏହି କଳା ରଙ୍ଗର ପୋଷାକରେ ତାଙ୍କ ଚେହେରା କିମ୍ବା ଶରୀରର କୌଣସି ଅଂଶ ଦେଖା ଯାଉ ନଥିଲା । ସେ ନିଜ କେଶକୁ ପୋନିଟେଲରେ ବାନ୍ଧି ମ୍ୟାଚିଙ୍ଗ୍ ହିଲ୍ ସହିତ ଲୁକ୍ କୁ କମ୍ପ୍ଲିଟ୍ କରିଥିଲେ।
ପ୍ରତି ଥର ମେଟ୍ ଗାଲା ରେଡ୍ କାର୍ପେଟରେ କିଛି ଅଲଗା ଟ୍ରାଏ କରିଥାନ୍ତି କିମ୍ । କିନ୍ତୁ ଚଳିତ ବର୍ଷ କିମଙ୍କ ମେଟ୍ ଗାଲା ଲୁକ୍ ବେଶ ଭାଇରାଲ ହେବାର ଲାଗିଛି।