ଏକ ପୋଷ୍ଟ ଲେଖି କିର୍ତ୍ତୀ ସ୍ୱାମୀଙ୍କ ଠାରୁ ଅଲଗା ହେବାର ସୂଚନା କନ୍ଫର୍ମ କରି କହିଛନ୍ତି ଯେ, ଆମେ ଦୁହେଁ ପେପର୍ରେ ନୁହେଁ ବରଂ ନିଜ ନିଜର ଲାଇଫରେ ଅଲଗା ହେବାର ନିଷ୍ପତି ନେଇଛୁ । ସେ ଲେଖିଛନ୍ତି , ‘ଏକ ସାଧାରଣ ନୋଟ୍ , ଯାହା ମାଧ୍ୟମରେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ସ୍ୱାମୀ ସାହିଲ ଏବଂ ମୁଁ ଅଲଗା ହେବାର ନିଷ୍ପତି ନେଇଛୁ । ପେପରରେ ନୁହେଁ ବରଂ ଜୀବନରେ ।
ସ୍ୱାମୀଙ୍କ ଠାରୁ ଅଲଗା ହେଲେ ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ
Download Argus News App
