ସାଉଥ ଇଣ୍ଡଷ୍ଟ୍ରିରେ ସେ ଜଣେ ଜଣାଶୁଣା କଳାକାର ଥିଲେ। ୨୦୧୮ରେ କେଜିଏଫ ଚାପ୍ଟର ୧ରେ ଜବରଦସ୍ତ ଅଭିନୟ କରିଥିଲେ। ସେ ପ୍ରାୟ ୩୦ଟି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଥିଲେ। ଏହାସହ ସେ ସହକାରୀ ନିର୍ଦ୍ଦେଶକ ଭାବେ ୪୦ଟି ଫିଲ୍ମରେ କାମ କରିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କେଜିଏଫ ଫେମ କୃଷ୍ଣା ଜୀ ରାଓଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୭୦ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ବାଙ୍ଗାଲୋର ସ୍ଥିତ ବିନାୟକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ସେ ହସ୍ପିଟାଲରୁ ଆଉ ଘରକୁ ଫେରି ପାରି ନ ଥିଲେ। କିନ୍ତୁ ଆଜି ହଠାତ ତାଙ୍କର ମୃତ୍ୟୁ ହୋଇଛି।